ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ଲାଷ୍ଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ଲାଷ୍ଟର   ବିଶେଷ୍ୟ

ଅର୍ଥ : କପଡ଼ା ଉପରେ ଗୋଟିଏ ପ୍ରକାରର ମାଟି ବା ରାସାୟନିକ ପଦାର୍ଥ ପକାଇ ପ୍ରସ୍ତୁତ ଗୋଟିଏ ଚିକିତ୍ସୀୟ ପଟୀ ଯାହା ତ୍ୱଚାରେ ଲଗାଇ ଦିଆଯାଏ

ଉଦାହରଣ : ଗତିହୀନ କରିବା,ଔଷଧ ଢାଳିବା,ଅସ୍ଥିଭଙ୍ଗରେ ଜଖମକୁ ସୁନିଶ୍ଚିତ କରିବା, ଜଖମକୁ ରକ୍ଷା କରିବା ଅଥବା ପ୍ରଲେପ ପଟୀକୁ ଏହି ସ୍ଥାନରେ ରଖିଦେବା ଲାଗି କରାଯାଇଥାଏ

ସମକକ୍ଷ : ପ୍ରଲେପ

कपड़े पर एक प्रकार की मिट्टी या रासायनिक पदार्थों को फैलाकर बनाई गई एक चिकित्सीय पट्टी जो त्वचा पर लगाई जाती है।

पलस्तर का उपयोग शरीर के किसी भाग को गतिहीन करने, दबाव डालने, अस्थिभंग में खिंचाव को सुनिश्चित करने, जख्मों की रक्षा करने अथवा मरहम पट्टी को अपने स्थान पर लगे रहने देने के लिए किया जाता है।
पलस्तर, प्लास्टर

A medical dressing consisting of a soft heated mass of meal or clay that is spread on a cloth and applied to the skin to treat inflamed areas or improve circulation etc..

cataplasm, plaster, poultice

ଅର୍ଥ : ହାଡଭଙ୍ଗା ବା ମୋଡ଼ି ହୋଇଥିବା ସ୍ଥାନରେ ରାସାୟନିକ ପଦାର୍ଥ ସହିତ ଗୁଡା ହୋଇଥିବା କଡ଼ା ପଟି

ଉଦାହରଣ : ପ୍ଲାଷ୍ଟରଦ୍ୱାରା ଭାଙ୍ଗିଯାଇଥିବା ଅଙ୍ଗ ଯୋଡ଼ି ହୋଇଯାଏ

अस्थि-भंग या खिंचाव आदि पर रासायनिक पदार्थों के साथ लपेटी हुई पट्टी जो बहुत ही कड़ी होती है।

पलस्तर के द्वारा टूटा हुआ अंग जुड़ जाता है।
पलस्तर, प्लास्टर

A medical dressing consisting of a soft heated mass of meal or clay that is spread on a cloth and applied to the skin to treat inflamed areas or improve circulation etc..

cataplasm, plaster, poultice

ଅର୍ଥ : କାନ୍ଥରେ ଲଗାଯାଉଥିବା ସିମେଣ୍ଟ, ଚୂନ ଆଦିର ବହଳିଆ ଲେପ

ଉଦାହରଣ : ନୂଆ ପଲସ୍ତରା କରିବାପାଇଁ ସେ ଘରର ପୁରୁଣା ପଲସ୍ତରାକୁ ଛଡ଼ାଉଥିଲେ

ସମକକ୍ଷ : ପଲସ୍ତରା

दीवारों आदि पर लगाया जानेवाला सीमेंट, चूने आदि के गारे का मोटा लेप।

नया पलस्तर करने के लिए वह घर के पुराने पलस्तर को तोड़ रहा है।
पलस्तर, प्लास्टर