ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ଲାବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ଲାବନ   ବିଶେଷ୍ୟ

ଅର୍ଥ : ବହୁତ ଦିନ ବ୍ୟବଧାନରେ ସମଗ୍ର ସଂସାରରେ ହେଉଥିବା ବନ୍ୟା ଯାହା ପ୍ରଳୟଭାବେ ଗଣ୍ୟ ହୁଏ

ଉଦାହରଣ : ହିନ୍ଦୁମାନଙ୍କ ଅନୁସାରେ ବୈବସ୍ୱତ ମନୁକ ସମୟରେ ଏବଂ ଖ୍ରୀଷ୍ଟିୟାନ, ମୁସଲମାନଆଦିଙ୍କ ଅନୁସାରେ ହଜରତ ନୋହାଙ୍କ ସମୟରେ ଏଭଳି ଜଳପ୍ଳାବନ ଆସିଥିଲା

ସମକକ୍ଷ : ଜଳପ୍ଳାବନ, ପ୍ରଳୟ

बहुत दिनों के अंतर पर सारे संसार में होने वाली पानी की वह बाढ़ जिसकी गिनती प्रलय में होती है।

हिन्दुओं के अनुसार वैवस्वत मनु के समय में और ईसाइयों, मुसलमानों आदि के अनुसार हज़रत नूह के समय में प्लावन आया था।
जल-प्रलय, जल-प्लावन, प्लावन

ଅର୍ଥ : ଭଲ ଭାବରେ ପାଣିରେ ପୂର୍ଣ୍ଣ କରିବା କ୍ରିୟା

ଉଦାହରଣ : ଗାଁଗୁଡିକର ପ୍ଲାବନ ବନ୍ୟାଦ୍ବାରାହିଁ ସମ୍ଭବପର

ସମକକ୍ଷ : ଆପ୍ଲାବନ, ବୁଡାଇବା

अच्छी तरह से पानी से भरने की क्रिया।

वर्षा गाँवों को डुबाने के लिए आतुर नज़र आती है।
आप्लावन, डुबाना