ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳପ୍ଳାବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳପ୍ଳାବନ   ବିଶେଷ୍ୟ

ଅର୍ଥ : ବହୁତ ଦିନ ବ୍ୟବଧାନରେ ସମଗ୍ର ସଂସାରରେ ହେଉଥିବା ବନ୍ୟା ଯାହା ପ୍ରଳୟଭାବେ ଗଣ୍ୟ ହୁଏ

ଉଦାହରଣ : ହିନ୍ଦୁମାନଙ୍କ ଅନୁସାରେ ବୈବସ୍ୱତ ମନୁକ ସମୟରେ ଏବଂ ଖ୍ରୀଷ୍ଟିୟାନ, ମୁସଲମାନଆଦିଙ୍କ ଅନୁସାରେ ହଜରତ ନୋହାଙ୍କ ସମୟରେ ଏଭଳି ଜଳପ୍ଳାବନ ଆସିଥିଲା

ସମକକ୍ଷ : ପ୍ରଳୟ, ପ୍ଲାବନ

बहुत दिनों के अंतर पर सारे संसार में होने वाली पानी की वह बाढ़ जिसकी गिनती प्रलय में होती है।

हिन्दुओं के अनुसार वैवस्वत मनु के समय में और ईसाइयों, मुसलमानों आदि के अनुसार हज़रत नूह के समय में प्लावन आया था।
जल-प्रलय, जल-प्लावन, प्लावन