ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଭାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଭାତ   ବିଶେଷ୍ୟ

ଅର୍ଥ : ଦିନ ହେବାର ସମୟ

ଉଦାହରଣ : ସକାଳ ହେବାରୁ ହିଁ କୃଷକ କ୍ଷେତଆଡ଼କୁ ଚାଲିଲା

ସମକକ୍ଷ : ପ୍ରତ୍ୟୁଷ, ପ୍ରାତଃ, ପ୍ରାତଃକାଳ, ସକାଳ

The first light of day.

We got up before dawn.
They talked until morning.
aurora, break of day, break of the day, cockcrow, dawn, dawning, daybreak, dayspring, first light, morning, sunrise, sunup

ଅର୍ଥ : ସୂର୍ଯ୍ୟଙ୍କ ଜଣେ ପୁତ୍ର

ଉଦାହରଣ : ପ୍ରଭାତ ପ୍ରଭାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ

सूर्य का एक पुत्र।

प्रभात प्रभा के गर्भ से पैदा हुए थे।
प्रभात

An imaginary being of myth or fable.

mythical being