ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତ୍ୟୁଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତ୍ୟୁଷ   ବିଶେଷ୍ୟ

ଅର୍ଥ : ବେଶ୍‌ କିଛି ଅନ୍ଧାରଥିବା ସୂର୍ଯ୍ୟୋଦୟ ପୂର୍ବବର୍ତ୍ତୀ ସମୟ

ଉଦାହରଣ : ପ୍ରତ୍ୟୁଷ ହେବା ବେଳକୁ ମାଆ ଉଠି ପଡ଼ନ୍ତି

ସମକକ୍ଷ : ଭୋର

सूर्योदय के पहले का समय जब थोड़ा-बहुत अंधेरा रहता है।

भिनसार होते ही माँ जग जाती है।
भिनसहरा, भिनसार, भिनसारा

ଅର୍ଥ : ଦିନ ହେବାର ସମୟ

ଉଦାହରଣ : ସକାଳ ହେବାରୁ ହିଁ କୃଷକ କ୍ଷେତଆଡ଼କୁ ଚାଲିଲା

ସମକକ୍ଷ : ପ୍ରଭାତ, ପ୍ରାତଃ, ପ୍ରାତଃକାଳ, ସକାଳ

The first light of day.

We got up before dawn.
They talked until morning.
aurora, break of day, break of the day, cockcrow, dawn, dawning, daybreak, dayspring, first light, morning, sunrise, sunup

ଅର୍ଥ : ଆଠଜଣ ବସୁମାନଙ୍କ ମଧ୍ୟରୁ ଜଣେ

ଉଦାହରଣ : ପ୍ରତ୍ୟୁଷ ପ୍ରଭାସଙ୍କ ଭାଈ ଥିଲେ

आठ वसुओं में से एक।

प्रत्यूष प्रभास के भाई थे।
प्रत्यूष, प्रत्यूस

A deity worshipped by the Hindus.

hindu deity