ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭର୍ତ୍ତି କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭର୍ତ୍ତି କରାଇବା   କ୍ରିୟାପଦ

ଅର୍ଥ : କୌଣସି ନିଶ୍ଚିତ ସୀମା, ସ୍ଥାନ ଆଦି ଭିତରକୁ ପଶାଇବା

ଉଦାହରଣ : ସେ ଜବରଦସ୍ତି ଦୁଇଜଣ ଲୋକଙ୍କୁ ସିନେମା ଘରେ ଭର୍ତ୍ତି କରାଇଦେଲା

ସମକକ୍ଷ : ପ୍ରବେଶ କରାଇବା

किसी निश्चित सीमा, स्थान आदि के भीतर करना।

उसने जबरदस्ती दो लोगों को सिनेमा-घर में घुसा दिया।
घुसाना, पहुँचाना, पहुंचाना, पैठाना, प्रविष्ट कराना, प्रवेश कराना