ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଥା   ବିଶେଷ୍ୟ

ଅର୍ଥ : ବହୁତ ଦିନରୁ ପ୍ରାୟତଃ ଗୋଟିଏ ରୂପରେ ଚାଲିଆସୁଥିବା ବିଚାର, ପ୍ରଥା ବା କ୍ରମ

ଉଦାହରଣ : ସବୁ ସମାଜର ବୈବାହିକ ପରମ୍ପରା ଭିନ୍ନ

ସମକକ୍ଷ : ଚଳଣି, ନିୟମ, ପରମ୍ପରା, ରୀତି, ରୀତି-ନୀତି

A specific practice of long standing.

custom, tradition