ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତ୍ୟାଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତ୍ୟାଶୀ   ବିଶେଷ୍ୟ

ଅର୍ଥ : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି

ଉଦାହରଣ : ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି

ସମକକ୍ଷ : ପ୍ରାର୍ଥୀ

किसी पद पर चुने जाने के लिए खड़े होनेवाला व्यक्ति।

यहाँ से काँग्रेस प्रत्याशी की जीत हुई।
अभ्यर्थी, उम्मीदवार, उम्मेदवार, प्रत्याशी

Someone who is considered for something (for an office or prize or honor etc.).

candidate, prospect

ପ୍ରତ୍ୟାଶୀ   ବିଶେଷଣ

ଅର୍ଥ : ଯେ ଆଶା କରନ୍ତି

ଉଦାହରଣ : ପ୍ରତ୍ୟାଶୀ ବ୍ୟକ୍ତି କେବେବି ନିରାଶ ହୁଅନ୍ତି ନାହିଁ

ସମକକ୍ଷ : ଆଶାବାଦୀ

आशा या उम्मीद रखनेवाला।

प्रत्याशी व्यक्ति कभी भी निराश नहीं होगा।
उम्मीदवार, उम्मेदवार, प्रत्याशी

In anticipation.

anticipatory, prevenient

ଅର୍ଥ : ଯାହାକୁ ଅପେକ୍ଷା ହୋଇଛି

ଉଦାହରଣ : ମୁଁ କାହାର ପ୍ରତ୍ୟାଶୀ ନାହିଁ, ଯାହା ବି କରିବି ନିଜ ବଳରେ କରିବି

ସମକକ୍ଷ : ପ୍ରତୀକ୍ଷିତ, ପ୍ରତ୍ୟାଶିତ

जिसे अपेक्षा हो।

मैं किसी का मोहताज नहीं हूँ, जो भी करूँगा अपने बल पर करूँगा।
अपेक्षक, अपेक्षी, मुहताज, मोहताज