ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତ୍ୟାଶିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତ୍ୟାଶିତ   ବିଶେଷଣ

ଅର୍ଥ : ଯେପରି ଆଶା ବା ପ୍ରତ୍ୟାଶା କରାଯାଇଥାଏ

ଉଦାହରଣ : ପରୀକ୍ଷାରେ ମୋତେ ଇପ୍ସିତ ସଫଳତା ମିଳିଲା

ସମକକ୍ଷ : ଅଭିଳସିତ, ଆଶାନୁକୂଳ, ଇପ୍ସିତ, ବାଞ୍ଛିତ, ମନାନୁକୂଳ

जैसी आशा या प्रत्याशा की गई हो।

परीक्षा में मुझे आशाजनक सफलता मिली।
आशाजनक, आशानुकूल, चित्त-कलित, प्रत्याशानुकूल, प्रत्याशित, यथावांछित

ଅର୍ଥ : ଯାହାକୁ ଅପେକ୍ଷା ହୋଇଛି

ଉଦାହରଣ : ମୁଁ କାହାର ପ୍ରତ୍ୟାଶୀ ନାହିଁ, ଯାହା ବି କରିବି ନିଜ ବଳରେ କରିବି

ସମକକ୍ଷ : ପ୍ରତୀକ୍ଷିତ, ପ୍ରତ୍ୟାଶୀ

जिसे अपेक्षा हो।

मैं किसी का मोहताज नहीं हूँ, जो भी करूँगा अपने बल पर करूँगा।
अपेक्षक, अपेक्षी, मुहताज, मोहताज