ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାର୍ଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାର୍ଥୀ   ବିଶେଷ୍ୟ

ଅର୍ଥ : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି

ଉଦାହରଣ : ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି

ସମକକ୍ଷ : ପ୍ରତ୍ୟାଶୀ

किसी पद पर चुने जाने के लिए खड़े होनेवाला व्यक्ति।

यहाँ से काँग्रेस प्रत्याशी की जीत हुई।
अभ्यर्थी, उम्मीदवार, उम्मेदवार, प्रत्याशी

Someone who is considered for something (for an office or prize or honor etc.).

candidate, prospect

ଅର୍ଥ : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି

ଉଦାହରଣ : ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ

ସମକକ୍ଷ : ଆବେଦକ, ଦରଖାସ୍ତକାରୀ

याचिका या अर्ज़ी करने वाला व्यक्ति।

याचिकाकर्ता को चार जनवरी को अदालत में उपस्थित होना आवश्यक है।
याचिकाकर्ता

Someone who petitions a court for redress of a grievance or recovery of a right.

petitioner, suer

ଅର୍ଥ : କୌଣସି ପଦପାଇଁ ଆବେଦନ କରିଥିବା ବ୍ୟକ୍ତି

ଉଦାହରଣ : ଆଜି ପଦ ଆବେଦନକାରୀଙ୍କ ଆବେଦନ ଉପରେ ବିଚାର ବିମର୍ଶ ହେବ

ସମକକ୍ଷ : ପଦ ଆବେଦନକାରୀ

वह व्यक्ति जो किसी पद के लिए आवेदन करे।

आज पद आवेदकों के आवेदन पर विचार-विमर्श होगा।
उम्मीदवार, उम्मेदवार, पद आवेदक

A person who requests or seeks something such as assistance or employment or admission.

applicant, applier

ଅର୍ଥ : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି

ଉଦାହରଣ : ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ

ସମକକ୍ଷ : ଆବେଦକ, ପ୍ରାର୍ଥନାକାରୀ

प्रार्थना या आवेदन करनेवाला व्यक्ति।

सभी प्रार्थियों के प्रार्थना-पत्र नहीं स्वीकारे जायेंगे।
अभ्यर्थी, अर्थिक, निवेदक, प्रार्थना कर्ता, प्रार्थी, फरियादी, याची

One praying humbly for something.

A suppliant for her favors.
petitioner, requester, suppliant, supplicant

ପ୍ରାର୍ଥୀ   ବିଶେଷଣ

ଅର୍ଥ : ପ୍ରାର୍ଥନା ବା ଆବେଦନ କରିବା ବ୍ୟକ୍ତି

ଉଦାହରଣ : ପ୍ରାର୍ଥୀ କର୍ମଚାରୀମାନଙ୍କ ଦରଖାସ୍ତଗୁଡ଼ିକ ଉପରେ ଆଜି ବିଚାର କରାଯିବ

ସମକକ୍ଷ : ନିବେଦକ, ପ୍ରାର୍ଥନାକର୍ତ୍ତା

प्रार्थना या आवेदन करनेवाला।

आज प्रार्थी कर्मचारियों के प्रार्थना-पत्रों पर विचार किया जायेगा।
अभ्यर्थी, अर्थिक, निवेदक, प्रार्थना कर्ता, प्रार्थी, फरियादी, याची