ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତୀକ୍ଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତୀକ୍ଷିତ   ବିଶେଷଣ

ଅର୍ଥ : ଯାହାର ପ୍ରତୀକ୍ଷା କରାଯାଇଛି

ଉଦାହରଣ : ପ୍ରତୀକ୍ଷିତ ବ୍ୟକ୍ତି ଏ ପର୍ଯ୍ୟନ୍ତ ଆସିଲେ ନାହିଁ

अपनी प्रशंसा करने वाला।

आत्मप्रशंसक नेताओं के भाषण से जनता ऊब चुकी है।
अपदेखा, आत्मप्रशंसक, आत्मश्लाघी

ଅର୍ଥ : ଯାହାକୁ ଅପେକ୍ଷା ହୋଇଛି

ଉଦାହରଣ : ମୁଁ କାହାର ପ୍ରତ୍ୟାଶୀ ନାହିଁ, ଯାହା ବି କରିବି ନିଜ ବଳରେ କରିବି

ସମକକ୍ଷ : ପ୍ରତ୍ୟାଶିତ, ପ୍ରତ୍ୟାଶୀ

जिसे अपेक्षा हो।

मैं किसी का मोहताज नहीं हूँ, जो भी करूँगा अपने बल पर करूँगा।
अपेक्षक, अपेक्षी, मुहताज, मोहताज

ଅର୍ଥ : ଯେ କୌଣସି ଜିନିଷ, କଥା୍ଆଦିକୁ ପ୍ରତୀକ୍ଷା କରାଯାଇଥିବା ଅବସ୍ଥା

ଉଦାହରଣ : ପ୍ରତୀକ୍ଷିତ ଲୋକ ଏଯାଏଁ ଯାଇନାହିଁ

ସମକକ୍ଷ : ଅପେକ୍ଷାକରିଥିବା

जिस किसी चीज़, बात आदि की प्रतीक्षा की जाती हो।

प्रतीक्षित व्यक्ति अब तक नहीं आया।
प्रतीक्षित

Expected hopefully.

anticipated, awaited, hoped-for