ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବାହ   ବିଶେଷ୍ୟ

ଅର୍ଥ : କାମ ପୂରା କରିବା ପ୍ରକ୍ରିୟା

ଉଦାହରଣ : ଏହି କାମର ସଂପାଦନ ଠିକ ଭାବରେ ହୋଇଛି

ସମକକ୍ଷ : ନିଷ୍ପାଦନ, ସଂପାଦନ, ସଂପାଦନା, ସମାପନ, ସମ୍ପାଦନ, ସମ୍ପାଦନା

काम पूरा करने की क्रिया।

इस काम का सम्पादन ठीक तरह से हुआ।
संपादन, सम्पादन

ଅର୍ଥ : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା

ଉଦାହରଣ : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ

ସମକକ୍ଷ : ନିର୍ଣ୍ଣୟ, ପ୍ରତିପାଦନ, ମୀମାଂସନ, ସମ୍ପାଦନ

अपना मत पुष्ट करने के लिए प्रमाणपूर्वक कुछ कहने की क्रिया।

वैज्ञानिक ने अपने नये मत का प्रतिपादन किया।
अभिमंडन, अभिमण्डन, प्रतिपादन

ଅର୍ଥ : ସାଧନ କରିବାର ପ୍ରକ୍ରିୟା

ଉଦାହରଣ : ଆଜିକାଲି ଯୌଥ ପରିବାରରେ ଲୋକଙ୍କ ଗୁଜୁରାଣ ମେଣ୍ଟୁନାହିଁ

ସମକକ୍ଷ : ଗୁଜୁରାଣ

निभने या निभाने की क्रिया या भाव।

संयुक्त परिवार में आजकल के लोगों का निर्वाह नहीं होता है।
गुजर, गुजर-बसर, गुज़र-बसर, गुज़ारा, गुजारा, निबाह, निर्वहण, निर्वहन, निर्वाह, बसर

Making or becoming suitable. Adjusting to circumstances.

accommodation, adjustment, fitting

ନିର୍ବାହ   କ୍ରିୟାପଦ

ଅର୍ଥ : ଚରିତାର୍ଥ କରିବା

ଉଦାହରଣ : ସେ ରାମର ଅଭିନୟ ବହୁତ ଭଲ ଭାବରେ ନିର୍ବାହ କଲେ

ସମକକ୍ଷ : ପ୍ରତିପାଦନ, ସଂପାଦନ

चरितार्थ करना।

उसने राम का अभिनय बहुत अच्छी तरह से निभाया।
अदा करना, निभाना

Represent, as of a character on stage.

Derek Jacobi was Hamlet.
be, embody, personify