ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଣାଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଣାଳୀ   ବିଶେଷ୍ୟ

ଅର୍ଥ : ଯେଉଁ ସରୁ ଜଳଧାର ଦୁଇଟି ସାଗର ବା ଉପସାଗରକୁ ଯୋଡ଼ିଥାଏ

ଉଦାହରଣ : କୋରିଆ ପ୍ରଣାଳୀ ପୂର୍ବଚୀନୀୟ ସାଗର ଓ ଜାପାନୀ ସାଗରକୁ ଯୋଡ଼ିଛି

पतली जलधारा जो दो समुद्रों या खाड़ियों को जोड़ती है।

कोरिया जलडमरूमध्य पूर्वी चीनी सागर और जापानी समुद्र को जोड़ता है।
जल-डमरूमध्य, जलडमरूमध्य

A narrow channel of the sea joining two larger bodies of water.

sound, strait

ଅର୍ଥ : ଛୋଟ ନାଳୀ

ଉଦାହରଣ : ଶ୍ରମିକ ଜଣକ ପ୍ରଣାଳୀକୁ ସଫା କରୁଛି

ସମକକ୍ଷ : ପ୍ରଣାଳି

छोटी नाली।

मजदूर परनालिका को साफ कर रहा है।
परनालिका

ଅର୍ଥ : କୌଣସି ବସ୍ତୁ ହେବା, ତିଆରିହେବା ବା ବାହାରିବାର କ୍ରିୟା ବା ପ୍ରଣାଳୀ

ଉଦାହରଣ : ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି

ସମକକ୍ଷ : କ୍ରିୟା, ପଦ୍ଧତି, ପ୍ରକ୍ରିୟା

वह क्रिया या प्रणाली जिससे कोई वस्तु होती, बनती या निकलती हो।

यूरिया का निर्माण रासायनिक प्रक्रिया से होता है।
क्रिया, पदवी, पद्धति, प्रक्रिया, प्रणाली, प्रोसेस

A particular course of action intended to achieve a result.

The procedure of obtaining a driver's license.
It was a process of trial and error.
procedure, process