ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରିୟା   ବିଶେଷ୍ୟ

ଅର୍ଥ : ବ୍ୟାକରଣର ଏଭଳି ଶବ୍ଦ ଯାହାଦ୍ୱାରା କୌଣସି କାର୍ଯ୍ୟହେବା ବା କରାଯିବା ବିଷୟ ସୂଚିତ ହୋଇଥାଏ

ଉଦାହରଣ : ଏହି ଅଧ୍ୟାୟରେ କ୍ରିୟା ଉପରେ ଆଲୋକପାତ କରାଯାଇଛି

ସମକକ୍ଷ : କ୍ରିୟାପଦ

व्याकरण में वह शब्द जिससे किसी व्यापार का होना या किया जाना सूचित होता है।

इस अध्याय में क्रिया के ऊपर प्रकाश डाला गया है।
काम वाले शब्द, क्रिया, क्रियापद

ଅର୍ଥ : କୌଣସି ବସ୍ତୁ ହେବା, ତିଆରିହେବା ବା ବାହାରିବାର କ୍ରିୟା ବା ପ୍ରଣାଳୀ

ଉଦାହରଣ : ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି

ସମକକ୍ଷ : ପଦ୍ଧତି, ପ୍ରକ୍ରିୟା, ପ୍ରଣାଳୀ

वह क्रिया या प्रणाली जिससे कोई वस्तु होती, बनती या निकलती हो।

यूरिया का निर्माण रासायनिक प्रक्रिया से होता है।
क्रिया, पदवी, पद्धति, प्रक्रिया, प्रणाली, प्रोसेस

A particular course of action intended to achieve a result.

The procedure of obtaining a driver's license.
It was a process of trial and error.
procedure, process

ଅର୍ଥ : କୌଣସି କାର୍ଯ୍ୟ ହେବା ବା କରାଯାଉଥିବା ଭାବ

ଉଦାହରଣ : ଦୁଧରୁ ଦହି ତିଆରିକରିବା ହେଉଛି ଏକ ରାସାୟନିକ ପ୍ରକ୍ରିୟା

ସମକକ୍ଷ : ପ୍ରକ୍ରିୟା

किसी कार्य के होने या किए जाने का भाव।

दूध से दही बनना एक रासायनिक क्रिया है।
क्रिया

ଅର୍ଥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ

ଉଦାହରଣ : କ୍ରିୟାଙ୍କ ବିବାହ କୃତୁ ଋଷିଙ୍କ ସହିତ ହୋଇଥିଲା

कर्दम ऋषि एवं देवहूति की नौ कन्याओं में से एक।

क्रिया का विवाह कृतु ऋषि के साथ हुआ था।
क्रिया

An imaginary being of myth or fable.

mythical being