ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକ୍ରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକ୍ରିୟା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ହେବା, ତିଆରିହେବା ବା ବାହାରିବାର କ୍ରିୟା ବା ପ୍ରଣାଳୀ

ଉଦାହରଣ : ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି

ସମକକ୍ଷ : କ୍ରିୟା, ପଦ୍ଧତି, ପ୍ରଣାଳୀ

वह क्रिया या प्रणाली जिससे कोई वस्तु होती, बनती या निकलती हो।

यूरिया का निर्माण रासायनिक प्रक्रिया से होता है।
क्रिया, पदवी, पद्धति, प्रक्रिया, प्रणाली, प्रोसेस

A particular course of action intended to achieve a result.

The procedure of obtaining a driver's license.
It was a process of trial and error.
procedure, process

ଅର୍ଥ : କୌଣସି କାର୍ଯ୍ୟ ହେବା ବା କରାଯାଉଥିବା ଭାବ

ଉଦାହରଣ : ଦୁଧରୁ ଦହି ତିଆରିକରିବା ହେଉଛି ଏକ ରାସାୟନିକ ପ୍ରକ୍ରିୟା

ସମକକ୍ଷ : କ୍ରିୟା

किसी कार्य के होने या किए जाने का भाव।

दूध से दही बनना एक रासायनिक क्रिया है।
क्रिया