ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକଟ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକଟ ହେବା   କ୍ରିୟାପଦ

ଅର୍ଥ : ମନୁଷ୍ୟଆଦି ସଂସାରୀ ପ୍ରାଣୀମାନଙ୍କ ରୂପରେ ଦେବତାମାନେ ପୃଥିବୀକୁ ଆସିବା

ଉଦାହରଣ : ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ ସେତେବେଳେ ଭଗବାନ ଅବତାର ଗ୍ରହଣ କରନ୍ତି ବେଳେବେଳେ ଅନେକ ଅଲୌକିକ ମହାପୁରୁଷ ଏହି ପୃଥିବୀରେ ଅବତରିତ ହୁଅନ୍ତି

ସମକକ୍ଷ : ଅବତରିତ ହେବା, ଅବତାର ନେବା

देवता का मनुष्य आदि संसारी प्राणियों के रूप में धरती पर आना।

जब पृथ्वी पर पाप बढ़ जाता है तब भगवान अवतार लेते हैं।
समय-समय पर अनेक अलौकिक महापुरुष इस लोक में उतरते रहते हैं।
अवतरना, अवतरित होना, अवतार लेना, उतरना, प्रकट होना, प्रकटना, प्रगटना, प्रघटना