ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୌରୁଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୌରୁଷ   ବିଶେଷ୍ୟ

ଅର୍ଥ : ବୀରହେବାର ଅବସ୍ଥା କିମ୍ବା ଭାବ

ଉଦାହରଣ : ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ୱ ପୃଥିବୀ ପ୍ରସିଦ୍ଧ

ସମକକ୍ଷ : ପରାକ୍ରମ, ବାହାଦୁରୀ, ବିକ୍ରମ, ବୀରତା, ବୀରତ୍ୱ

ଅର୍ଥ : ପୁରୁଷର ଯୋଗ୍ୟ ବା ଉପଯୁକ୍ତ କାମ

ଉଦାହରଣ : ବିନା ପୌରୁଷରେ ଜୀବନରେ କିଛି ମିଳେନାହିଁ

ସମକକ୍ଷ : ପୁରୁଷତ୍ୱ, ପୁରୁଷାର୍ଥ

पुरुषों के योग्य या उपयुक्त काम।

बिना पौरुष के जीवन में कुछ नहीं मिलता।
पुरुषार्थ, पौरुष, मनुसाई

The trait of behaving in ways considered typical for men.

masculinity

ଅର୍ଥ : ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ

ଉଦାହରଣ : ସାହସ ଅଛି ତ ଏକୁଟିଆ ଆସି ଦେଖାକର ବୀର ସାବରକରଙ୍କ ସାହସର କାହାଣୀ ଏବେବି ମନେ ପଡ଼େ

ସମକକ୍ଷ : ବାହାଦୁରି, ସାହସ, ହିମତ୍‌

मन की वह दृढ़ता जो कोई बड़ा काम करने में प्रवृत्त करती है या जिसके कारण हम निडर होकर किसी खतरे आदि का सामना करते हैं।

साहस हो तो अकेले में आकर मिलो।
वीर सावरकर के साहस की कहानी अभी भी याद की जाती है।
अध्यवसान, अमर्ष, अवष्टंभ, अवष्टम्भ, इमकान, कलेजा, गुरदा, गुर्दा, ज़ुर्रत, जिगर, जीवट, जुर्रत, दिलगुरदा, दिलावरी, दिलेरी, पित्ता, प्रसर, बहादुरी, मजाल, साहस, हिम्मत, हौसला

A quality of spirit that enables you to face danger or pain without showing fear.

braveness, bravery, courage, courageousness