ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିମତ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିମତ୍‌   ବିଶେଷ୍ୟ

ଅର୍ଥ : ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ

ଉଦାହରଣ : ସାହସ ଅଛି ତ ଏକୁଟିଆ ଆସି ଦେଖାକର ବୀର ସାବରକରଙ୍କ ସାହସର କାହାଣୀ ଏବେବି ମନେ ପଡ଼େ

ସମକକ୍ଷ : ପୌରୁଷ, ବାହାଦୁରି, ସାହସ

मन की वह दृढ़ता जो कोई बड़ा काम करने में प्रवृत्त करती है या जिसके कारण हम निडर होकर किसी खतरे आदि का सामना करते हैं।

साहस हो तो अकेले में आकर मिलो।
वीर सावरकर के साहस की कहानी अभी भी याद की जाती है।
अध्यवसान, अमर्ष, अवष्टंभ, अवष्टम्भ, इमकान, कलेजा, गुरदा, गुर्दा, ज़ुर्रत, जिगर, जीवट, जुर्रत, दिलगुरदा, दिलावरी, दिलेरी, पित्ता, प्रसर, बहादुरी, मजाल, साहस, हिम्मत, हौसला

A quality of spirit that enables you to face danger or pain without showing fear.

braveness, bravery, courage, courageousness