ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରୁଷତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରୁଷତ୍ୱ   ବିଶେଷ୍ୟ

ଅର୍ଥ : ପୁରୁଷର ଯୋଗ୍ୟ ବା ଉପଯୁକ୍ତ କାମ

ଉଦାହରଣ : ବିନା ପୌରୁଷରେ ଜୀବନରେ କିଛି ମିଳେନାହିଁ

ସମକକ୍ଷ : ପୁରୁଷାର୍ଥ, ପୌରୁଷ

पुरुषों के योग्य या उपयुक्त काम।

बिना पौरुष के जीवन में कुछ नहीं मिलता।
पुरुषार्थ, पौरुष, मनुसाई

The trait of behaving in ways considered typical for men.

masculinity

ଅର୍ଥ : ପୁରୁଷର ଭାବ ବା ଗୁଣ ଯାହାଦ୍ୱାରା ସେ ସନ୍ତାନ ଉତ୍ପତ୍ତି କରିପାରେ

ଉଦାହରଣ : ତାର ପୁରୁଷତ୍ୱ ନାହିଁ

ସମକକ୍ଷ : ପୌରୁଷତ୍ୱ, ମର୍ଦପଣିଆ

पुरुष का भाव या गुण या वह गुण जिसके कारण कोई पुरुष संतानोत्पत्ति कर सकता हो।

उसमें पुरुषत्व की कमी है।
पुंसकता, पुंसता, पुंसत्व, पुंस्त्व, पुरुषता, पुरुषत्व, पौरुष, पौरुष्य, मर्दानगी

The masculine property of being capable of copulation and procreation.

virility