ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢୋଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢୋଲ   ବିଶେଷ୍ୟ

ଅର୍ଥ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ

ଉଦାହରଣ : ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି

ସମକକ୍ଷ : ଉଦର, ପେଟ

शरीर में छाती के नीचे तथा पेड़ू के ऊपर का अंश या भाग।

तीन दिन से खाना न खाने के कारण उसका पेट पीठ से सटा हुआ था।
उदर, ओझ, तुंद, तुन्द, पेट

The region of the body of a vertebrate between the thorax and the pelvis.

abdomen, belly, stomach, venter

ଅର୍ଥ : ଚମଡ଼ା ଛାଉଣି ହୋଇଥିବା ଏକ ପ୍ରକାର ବାଦ୍ୟ ଯାହାକୁ କାନ୍ଧରେ ଝୁଲାଇ ଦୁଇଟି ପତଳା ପାତିଆ ବା କାଠି ସାହାଯ୍ୟରେ ବଜାଯାଏ

ଉଦାହରଣ : ଢୋଲ ବଜାଇ ତାଜିଆ ଶୋଭାଯାତ୍ରା ଆରମ୍ଭ ହୁଏ

चमड़ा मढ़ा हुआ एक प्रकार का बाजा जो गले में लटका कर दो पतली कमचियों या लकड़ियों से बजाया जाता है।

ताज़िये का जुलूस ताशा बजा कर निकालते हैं।
अरबी, ताशा, तासा

ଅର୍ଥ : ଚମଡ଼ା ଢଙ୍କା ହୋଇଥିବା ଏକ ପ୍ରକାରର ଛୋଟ ବାଦ୍ୟ

ଉଦାହରଣ : ସେ ଢୋଲ ବଜାଇବାରେ ନିପୁଣ

चमड़ा मढ़ा हुआ एक प्रकार का छोटा बाजा।

वह डफली बजाने में निपुण है।
डफली, दायरा

ଅର୍ଥ : ଏକପ୍ରକାରର ଲମ୍ବାଳିଆ ବାଜା ଯାହାର ଦୁଇ ମୁଣ୍ଡରେ ଚମଡ଼ା ମଡ଼ା ଯାଇଥାଏ

ଉଦାହରଣ : ସେ ଢୋଲ ବଜାଉଥିଲା

एक प्रकार का लंबोतरा बाजा जिसके दोनों सिरों पर चमड़ा मढ़ा होता है।

वह ढोल बजा रहा है।
आहत, ढोल

A musical percussion instrument. Usually consists of a hollow cylinder with a membrane stretched across each end.

drum, membranophone, tympan