ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁସ୍ତିରେ ବିପକ୍ଷକୁ ହରାଇବାପାଇଁ ବା ଦବାଇବାପାଇଁ କାମରେ ଅଣାଯାଉଥିବା କୌଶଳ
ଉଦାହରଣ : ସେ ମୋଟା ପହଲିମାନକୁ ଗୋଟିଏ ପେଚରେ ଚିତ୍କରିଦେଲା
ସମକକ୍ଷ : ଚାଲ, ଦାବ
कुश्ती में विपक्षी को हराने या दबाने के लिए काम में लाई जानेवाली युक्ति।
A move made to gain a tactical end.
ଅର୍ଥ : ଯେଉଁ କିଳା ବା କଣ୍ଟାର ମୁନିଆ ଅଗ୍ରଭାଗରୁ ଅଧା ପର୍ଯ୍ୟନ୍ତ ଘେରାଘେରା ହୋଇ ଥାଏ
ଉଦାହରଣ : ପେଚକଣ୍ଟାକୁ ନ ପିଟି ମୋଡ଼ିକି ଲଗାଯାଏ
ସମକକ୍ଷ : ପେଚକଣ୍ଟା, ସ୍କୃ
वह कील या काँटा जिसके अगले नुकीले भाग पर कील की आधी लंबाई तक गड़ारियाँ बनी होती हैं।
A fastener with a tapered threaded shank and a slotted head.
ଅର୍ଥ : ସ୍କୃ ଆଦିରେ ତିଆରି ହୋଇଥିବା ଗୋଲାକାର ମୋଡ
ଉଦାହରଣ : ପେଚ ଥିବାରୁ ହିଁ ସ୍କୃ କୌଣସି ବସ୍ତୁରେ ସହଜରେ ଲାଗି ଯାଏ
ସମକକ୍ଷ : ପେଂଚ, ପେଞ୍ଚ
पेच आदि में बना हुआ गोलाकार घुमाव।
The raised helical rib going around a screw.
ଅର୍ଥ : କିଛି ଆଭୂଷଣର ମୁଣ୍ଡକୁ ଯୋଡ଼ିବା ବା ବନ୍ଦ କରିବା ପାଇଁ ବ୍ୟବହୃତ ପେଚଯୁକ୍ତ ବା ବିନାପେଚର ବିଶେଷ ବସ୍ତୁ
ଉଦାହରଣ : ଝୁମୁକାର ପେଚଟି କେଉଁଠି ପଡ଼ିଗଲା
ସମକକ୍ଷ : ପେଞ୍ଚ
कुछ आभूषणों के सिरों को जोड़ने या बंद करने के लिए प्रयुक्त पेंचदार या बिना पेंच की विशेष वस्तु।
ସଂସ୍ଥାପନ କରନ୍ତୁ