ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଞ୍ଚ   ବିଶେଷ୍ୟ

ଅର୍ଥ : କୁସ୍ତିର ଏକ କୌଶଳ

ଉଦାହରଣ : କୁସ୍ତିବାଜ ପ୍ରତିପକ୍ଷକୁ ପେଞ୍ଚ ମାରି ଭୂଇଁରେ ଗଡ଼ାଇଦେଲା

कुश्ती का एक पेंच।

कुश्तीबाज ने विपक्षी को फिरकी देकर जमीन पर पटक दिया।
फिरकी

ଅର୍ଥ : ସ୍କୃ ଆଦିରେ ତିଆରି ହୋଇଥିବା ଗୋଲାକାର ମୋଡ

ଉଦାହରଣ : ପେଚ ଥିବାରୁ ହିଁ ସ୍କୃ କୌଣସି ବସ୍ତୁରେ ସହଜରେ ଲାଗି ଯାଏ

ସମକକ୍ଷ : ପେଂଚ, ପେଚ

पेच आदि में बना हुआ गोलाकार घुमाव।

पेच की चूड़ी के कारण ही पेच किसी वस्तु में आसानी से लग जाता है।
चूड़ी

The raised helical rib going around a screw.

screw thread, thread

ଅର୍ଥ : କିଛି ଆଭୂଷଣର ମୁଣ୍ଡକୁ ଯୋଡ଼ିବା ବା ବନ୍ଦ କରିବା ପାଇଁ ବ୍ୟବହୃତ ପେଚଯୁକ୍ତ ବା ବିନାପେଚର ବିଶେଷ ବସ୍ତୁ

ଉଦାହରଣ : ଝୁମୁକାର ପେଚଟି କେଉଁଠି ପଡ଼ିଗଲା

ସମକକ୍ଷ : ପେଚ

कुछ आभूषणों के सिरों को जोड़ने या बंद करने के लिए प्रयुक्त पेंचदार या बिना पेंच की विशेष वस्तु।

झुमके का पेंच कहीं गिर गया है।
पेंच, पेच

A fastener with a tapered threaded shank and a slotted head.

screw