ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବରୁ   କ୍ରିୟା ବିଶେଷଣ

ଅର୍ଥ : ବିତି ଯାଇଥିବା ସମୟରେ

ଉଦାହରଣ : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ

ସମକକ୍ଷ : ଆଗରୁ, ପହିଲିରୁ, ପହିଲେ, ପ୍ରଥମରୁ

बीते हुए समय में।

पहले घटी घटनाओं को यादकर वह रोने लगता है।
पहले, भूत में

ଅର୍ଥ : ବିତି ଯାଇଥିବା ସମୟରୁ କିମ୍ବା ପ୍ରଥମରୁ

ଉଦାହରଣ : ମୁଁ ତାକୁ ପ୍ରଥମରୁ ଜାଣିଛି

ସମକକ୍ଷ : ଆଗରୁ, ଆଦ୍ୟରୁ, ପ୍ରଥମରୁ

बीते हुए समय से या पहले से।

मैं उसे पहले से जानता हूँ।
पहले से, पहले से ही, पूर्वतः