ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଥମରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଥମରୁ   କ୍ରିୟା ବିଶେଷଣ

ଅର୍ଥ : ସବୁଠୁ ଆଗରେ ବା ଆଗଆଡ଼କୁ

ଉଦାହରଣ : ଆମକୁ ରାସ୍ତା ଦେଖାଇବା ନିମନ୍ତେ ମାର୍ଗ ଦର୍ଶକ ଆଗେ ଆଗେ ଚାଲୁଥିଲେ

ସମକକ୍ଷ : ଆଗଆଡ଼କୁ, ଆଗେଆଗେ, ସବାଆଗେ

सबसे आगे या आगे की ओर।

मार्ग दर्शक हमें रास्ता दिखाने के लिए आगे-आगे चल रहा था।
आगे की ओर, आगे-आगे, सबसे पहले

At or in the front.

I see the lights of a town ahead.
The road ahead is foggy.
Staring straight ahead.
We couldn't see over the heads of the people in front.
With the cross of Jesus marching on before.
ahead, before, in front

ଅର୍ଥ : ବିତି ଯାଇଥିବା ସମୟରେ

ଉଦାହରଣ : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ

ସମକକ୍ଷ : ଆଗରୁ, ପହିଲିରୁ, ପହିଲେ, ପୂର୍ବରୁ

बीते हुए समय में।

पहले घटी घटनाओं को यादकर वह रोने लगता है।
पहले, भूत में

ଅର୍ଥ : ବିତି ଯାଇଥିବା ସମୟରୁ କିମ୍ବା ପ୍ରଥମରୁ

ଉଦାହରଣ : ମୁଁ ତାକୁ ପ୍ରଥମରୁ ଜାଣିଛି

ସମକକ୍ଷ : ଆଗରୁ, ଆଦ୍ୟରୁ, ପୂର୍ବରୁ

बीते हुए समय से या पहले से।

मैं उसे पहले से जानता हूँ।
पहले से, पहले से ही, पूर्वतः