ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗରୁ   କ୍ରିୟା ବିଶେଷଣ

ଅର୍ଥ : ଅତି ପାଚୀନ ସମୟରେ ବା ପୂର୍ବ କାଳରେ

ଉଦାହରଣ : ଆଗରୁ ଭାରତ ବିଶ୍ୱ ଶିକ୍ଷାର କେନ୍ଦ୍ର ଥିଲା

ସମକକ୍ଷ : ପୂର୍ବରେ

बहुत पुराने समय में या पूर्व काल में।

पहले भारत विश्व शिक्षा का केन्द्र था।
पहले

In the past.

Long ago.
Sixty years ago my grandfather came to the U.S..
ago

ଅର୍ଥ : ବିତି ଯାଇଥିବା ସମୟରେ

ଉଦାହରଣ : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ

ସମକକ୍ଷ : ପହିଲିରୁ, ପହିଲେ, ପୂର୍ବରୁ, ପ୍ରଥମରୁ

बीते हुए समय में।

पहले घटी घटनाओं को यादकर वह रोने लगता है।
पहले, भूत में

ଅର୍ଥ : ବିତି ଯାଇଥିବା ସମୟରୁ କିମ୍ବା ପ୍ରଥମରୁ

ଉଦାହରଣ : ମୁଁ ତାକୁ ପ୍ରଥମରୁ ଜାଣିଛି

ସମକକ୍ଷ : ଆଦ୍ୟରୁ, ପୂର୍ବରୁ, ପ୍ରଥମରୁ

बीते हुए समय से या पहले से।

मैं उसे पहले से जानता हूँ।
पहले से, पहले से ही, पूर्वतः