ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିନ୍ଧିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିନ୍ଧିବା   ବିଶେଷ୍ୟ

ଅର୍ଥ : ପିନ୍ଧିବା ବା ଧାରଣ କରିବା କ୍ରିୟା

ଉଦାହରଣ : ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ

ସମକକ୍ଷ : ପରିଧାନ

पहनने या धारण करने की क्रिया।

धोती पहनाई के बाद पंडितजी आसन पर बैठे।
आसंजन, आसञ्जन, पहनना, पहनाई

The act of having on your person as a covering or adornment.

She bought it for everyday wear.
wear, wearing

ପିନ୍ଧିବା   କ୍ରିୟାପଦ

ଅର୍ଥ : ଚଷମା ଆଦି ପିନ୍ଧିବା

ଉଦାହରଣ : ଆଜିକାଲି ଛୋଟ ପିଲାମାନେ ଚଷମା ଲଗାଉଛନ୍ତି

ସମକକ୍ଷ : ଧାରଣ କରିବା, ଲଗେଇବା

चश्मा आदि धारण करना।

आजकल छोटे-छोटे बच्चे चश्मा लगाते हैं।
धारण करना, लगाना

Be dressed in.

She was wearing yellow that day.
have on, wear

ଅର୍ଥ : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା

ଉଦାହରଣ : ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ

ସମକକ୍ଷ : ଧାରଣ କରିବା, ପରିଧାନ କରିବା

वस्त्र, आभूषण आदि शरीर पर धारण करना।

उसने नहा-धोकर अच्छे कपड़े पहने।
अवधारना, डालना, धारण करना, पहनना

Be dressed in.

She was wearing yellow that day.
have on, wear