ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଧାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଧାନ   ବିଶେଷ୍ୟ

ଅର୍ଥ : ପିନ୍ଧିବା ବସ୍ତ୍ର

ଉଦାହରଣ : ଆଜି ବିଦ୍ୟାଳୟରେ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି

ସମକକ୍ଷ : ପୋଷାକ, ବସ୍ତ୍ର

पहनने के वस्त्र।

आज विद्यालय में सब पारंपरिक पोशाक पहने हैं।
कपड़ा, चेल, चैल, जामा, ड्रेस, तिरस्क्रिया, परिधान, पहनावा, पोशाक, भेष, भेस, लिबास, वस्त्र, वेश, वेष

A covering designed to be worn on a person's body.

article of clothing, clothing, habiliment, vesture, wear, wearable

ଅର୍ଥ : ପିନ୍ଧିବା ବା ଧାରଣ କରିବା କ୍ରିୟା

ଉଦାହରଣ : ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ

ସମକକ୍ଷ : ପିନ୍ଧିବା

पहनने या धारण करने की क्रिया।

धोती पहनाई के बाद पंडितजी आसन पर बैठे।
आसंजन, आसञ्जन, पहनना, पहनाई

The act of having on your person as a covering or adornment.

She bought it for everyday wear.
wear, wearing