ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ଲତା ଯାହାର ପତ୍ର ଉପରେ ଖଇର, ଚୂନ ଆଦି ଲଗାଇ ଏବଂ ତାକୁ ମୋଡ଼ିକରି ଖିଆଯାଏ"
ଉଦାହରଣ : ଏହି ବର୍ଷ ପାନ ପତ୍ର ବଢୁନାହିଁ
ସମକକ୍ଷ : ନାଗବଲ୍ଲୀ, ପାନ
एक लता जिसके पत्तों पर कत्था, चूना आदि लगाकर और उनका बीड़ा बनाकर खाया जाता है।
ଅର୍ଥ : ଗୋଟିଏ ଲତାର ପତ୍ର ଯାହା ଉପରେ ଖଇର, ଚୂନଆଦି ଲଗାଇ ଏବଂ ତାର ବିଡ଼ା ବନାଇ ଖିଆଯାଏ
ଉଦାହରଣ : ପାନଦୋକାନୀ ପାନ ଭାଙ୍ଗିଲା ଏବଂ ମୋ ଆଡ଼କୁ ବଢ଼ାଇଦେଲା
ସମକକ୍ଷ : ନାଗଲତା, ପାନ, ଭଙ୍ଗାପାନ, ମୁଖବାସ
एक लता का पत्ता जिस पर कत्था, चूना आदि लगाकर और उसका बीड़ा बनाकर खाया जाता है।
ସଂସ୍ଥାପନ କରନ୍ତୁ