ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଠ୍ୟଖସଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଠ୍ୟଖସଡ଼ା   ବିଶେଷ୍ୟ

ଅର୍ଥ : ପରୀକ୍ଷାରେ ପାଶ୍‌ କରିବାପାଇଁ ଯେଉଁ ପାଠ୍ୟପୁସ୍ତକର ସମୂହ ବା କ୍ରମ ଅନୁଯାୟୀ ପରୀକ୍ଷାର୍ଥୀମାନଙ୍କୁ ସବୁ ପୁସ୍ତକ ପଢ଼ିବାକୁ ପଡ଼େ

ଉଦାହରଣ : କେନ୍ଦ୍ରୀୟ ବୋର୍ଡ଼ର ପାଠ୍ୟକ୍ରମ ପ୍ରାଦେଶିକ ବୋର୍ଡ଼ର ପାଠ୍ୟକ୍ରମଠାରୁ ପୃଥକ

ସମକକ୍ଷ : ପାଠ୍ୟକ୍ରମ, ସିଲାବସ୍‌

कोई परीक्षा पारित करने के लिए पाठ्य पुस्तकों का वह समूह या क्रम जिसके अनुसार परीक्षार्थी को वे सब पुस्तकें पढ़नी पड़ती हैं।

केंद्रीय बोर्ड का पाठ्यक्रम प्रादेशिक बोर्ड के पाठ्यक्रम से पृथक होता है।
कोर्स, पाठ्य-क्रम, पाठ्यक्रम, पाठ्यचर्या

An integrated course of academic studies.

He was admitted to a new program at the university.
course of study, curriculum, program, programme, syllabus