ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପରୀକ୍ଷାରେ ପାଶ୍ କରିବାପାଇଁ ଯେଉଁ ପାଠ୍ୟପୁସ୍ତକର ସମୂହ ବା କ୍ରମ ଅନୁଯାୟୀ ପରୀକ୍ଷାର୍ଥୀମାନଙ୍କୁ ସବୁ ପୁସ୍ତକ ପଢ଼ିବାକୁ ପଡ଼େ
ଉଦାହରଣ : କେନ୍ଦ୍ରୀୟ ବୋର୍ଡ଼ର ପାଠ୍ୟକ୍ରମ ପ୍ରାଦେଶିକ ବୋର୍ଡ଼ର ପାଠ୍ୟକ୍ରମଠାରୁ ପୃଥକ
ସମକକ୍ଷ : ପାଠ୍ୟଖସଡ଼ା, ସିଲାବସ୍
कोई परीक्षा पारित करने के लिए पाठ्य पुस्तकों का वह समूह या क्रम जिसके अनुसार परीक्षार्थी को वे सब पुस्तकें पढ़नी पड़ती हैं।
An integrated course of academic studies.
ଅର୍ଥ : କୌଣସି ସଂସ୍ଥା ଦ୍ୱାରା ଦିଆଯାଉଥିବା ସବୁ ପରିକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଧାରିତ ପୁସ୍ତକଗୁଡିକର ବିବରଣଯୁକ୍ତ ନାମାବଳୀ
ଉଦାହରଣ : ଏପର୍ଯ୍ୟନ୍ତ ମୋତେ ଏମ.ଏ ହିନ୍ଦୀର ପାଠ୍ୟକ୍ରମର ସୂଚନା ମିଳିନାହିଁ
ସମକକ୍ଷ : ପାଠ୍ୟଚର୍ଯ୍ୟା
किसी संस्था द्वारा ली जानेवाली सभी परीक्षाओं के लिए निर्धारित सभी पुस्तकों की विवरणयुक्त नामावली।
ସଂସ୍ଥାପନ କରନ୍ତୁ