ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଉଁଜି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଉଁଜି   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନେ ପାଦରେ ପିନ୍ଧୁଥିବା ଏକ ପ୍ରକାର ଗହଣା

ଉଦାହରଣ : ସେ ପାଉଁଜି ପିନ୍ଧିବାକୁ ପସନ୍ଦ କରେ

एक प्रकार का आभूषण जो स्त्रियाँ पैरों में पहनती हैं।

वह पायल पहनना पसंद करती है।
अंदु, अन्दु, जेहर, पाज़ेब, पाजेब, पायजेब, पायल, पैंजना

An ornament worn around the ankle.

ankle bracelet, anklet

ଅର୍ଥ : ସ୍ତ୍ରୀମାନେ ପାଦରେ ପିନ୍ଧୁଥିବା ଏକ ଗହଣା

ଉଦାହରଣ : ଛୋଟପିଲାଟି ପାଉଞ୍ଜି ପିନ୍ଧି ଝୁମୁରୁ ଝୁମୁରୁ କରି ଚାଲୁଛି

ସମକକ୍ଷ : ପାଉଞ୍ଜି

पैरों में पहनने का स्त्रियों का एक गहना।

बच्ची छागल पहनकर ठुमक-ठुमक कर चल रही है।
छागल

ଅର୍ଥ : ଗୋଡ଼ରେ ପିନ୍ଧାଯାଉଥିବା ଏକ ଆଭୂଷଣ

ଉଦାହରଣ : ଶୀଲା ପାଉଁଜି ପିନ୍ଧିଛି

ସମକକ୍ଷ : ପଗପାନ

पैर में पहनने का एक आभूषण।

शीला पगपान पहनी है।
पगपान

ଅର୍ଥ : ସୁନା ବା ରୂପାର ଚୌଡ଼ା ପତଳା ଶିକୁଳି ଯାହାକୁ ପାଦରେ ପିନ୍ଧାଯାଏ

ଉଦାହରଣ : ସେ ବଣିଆ ଦୋକାନରୁ ସୁନାର ପାଉଁଜି କିଣିଲା

ସମକକ୍ଷ : ପାଉଂଜି

सोने या चाँदी की चौड़ी लच्छेदार सिकड़ी जो पैरों में पहनी जाती है।

उसने स्वर्णकार की दुकान से सोने का तोड़ा खरीदा।
तोड़र, तोड़ा

An ornament worn around the ankle.

ankle bracelet, anklet