ସ୍ତ୍ରୀମାନେ ପାଦରେ ପିନ୍ଧୁଥିବା ଏକ ପ୍ରକାର ଗହଣା
ସେ ପାଉଁଜି ପିନ୍ଧିବାକୁ ପସନ୍ଦ କରେ
ପାଉଁଜି
ସ୍ତ୍ରୀମାନେ ଗୋଡ଼ରେ ପିନ୍ଧୁଥିବା ଏକ ଗହଣା
ଜେଜେମା ରୂପା ପାହୁଡ଼ ପିନ୍ଧିଛନ୍ତି
ପାହୁଡ଼
ପାଦରେ ପିନ୍ଧିବାର ଏକ ଗହଣା ଚାଲିବା ବେଳେ ଯାହା ଝଣଝଣ ଶବ୍ଦ ସହିତ ବାଜେ
ପାଉଞ୍ଜିର ମୃଦୁ ପଦଧ୍ୱନି ବୋହୂର ଆସିବା ଖବର ଦେଉଛି
ପାଉଞ୍ଜି
ସୁନା ବା ରୂପାର ଚୌଡ଼ା ପତଳା ଶିକୁଳି ଯାହାକୁ ପାଦରେ ପିନ୍ଧାଯାଏ
ସେ ବଣିଆ ଦୋକାନରୁ ସୁନାର ପାଉଁଜି କିଣିଲା
ପାଉଁଜି,
ପାଉଂଜି
ପାଦରେ ପିନ୍ଧୁଥିବା ଗୋଟିଏ ଆଭୂଷଣ
ଲୋଧୀଜାତିର ମହିଳାମାନେ ବିଶେଷକରି ଘୁସୀ ପିନ୍ଧିଥାନ୍ତି
ଘୁସୀ
କଡ଼ାଭଳି ଗୋଡ଼ରେ ପିନ୍ଧାଯାଉଥିବା ଏକ ଗହଣା
ଜେଜେମା ପାହୁଡ଼ ପିନ୍ଧିଛନ୍ତି
ପାହୁଡ଼