ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଉଞ୍ଜି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଉଞ୍ଜି   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନେ ପାଦରେ ପିନ୍ଧୁଥିବା ଏକ ଗହଣା

ଉଦାହରଣ : ଛୋଟପିଲାଟି ପାଉଞ୍ଜି ପିନ୍ଧି ଝୁମୁରୁ ଝୁମୁରୁ କରି ଚାଲୁଛି

ସମକକ୍ଷ : ପାଉଁଜି

पैरों में पहनने का स्त्रियों का एक गहना।

बच्ची छागल पहनकर ठुमक-ठुमक कर चल रही है।
छागल

ଅର୍ଥ : ପାଦରେ ପିନ୍ଧିବାର ଏକ ଗହଣା ଚାଲିବା ବେଳେ ଯାହା ଝଣଝଣ ଶବ୍ଦ ସହିତ ବାଜେ

ଉଦାହରଣ : ପାଉଞ୍ଜିର ମୃଦୁ ପଦଧ୍ୱନି ବୋହୂର ଆସିବା ଖବର ଦେଉଛି

पैर में पहनने का एक गहना जो चलने पर झनझन शब्द सहित बजता है।

दुल्हन के आने की आहट उसकी पैजनी दे देती है।
पैंजनी, पैजनिया, पैजनी

An ornament worn around the ankle.

ankle bracelet, anklet