ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଖିର ଉପର ଚମଡ଼ାର ପରଦା ଯାହା ପଡ଼ିଲେ ତାହା ବନ୍ଦ ହୋଇଯାଏ
ଉଦାହରଣ : ଛୁଆ ବାରମ୍ବାର ଆଖିପତା ଖୋଲୁଥିଲା ଏବଂ ବନ୍ଦ କରୁଥିଲା
ସମକକ୍ଷ : ଆଖିପତା, ନୟନ ପଟ
आँख के ऊपर का चमड़े का परदा जिसके गिरने से वह बंद होती है।
Either of two folds of skin that can be moved to cover or open the eye.
ଅର୍ଥ : କାଳ ବା ସମୟର ସବୁଠାରୁ ଛୋଟ ମାପ
ଉଦାହରଣ : ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ
ସମକକ୍ଷ : କ୍ଷଣ, ନିମିଷ
काल या समय का सबसे छोटा मान।
An indefinitely short time.
ଅର୍ଥ : ଥରେ ଆଖି ପଲକ ପକେଇବାପାଇଁ ଯେତିକି ସମୟ ଲାଗେ ସେତିକି
ଉଦାହରଣ : କ୍ଷଣେ ଆରାମ କରି ଆଗକୁ ବଢ଼ିବା
ସମକକ୍ଷ : କ୍ଷଣେ, ମୁହୂର୍ତ୍ତମାତ୍ର
उतना समय जितना एक बार आँख झपकने में लगता है।
A very short time (as the time it takes the eye to blink or the heart to beat).
ସଂସ୍ଥାପନ କରନ୍ତୁ