ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷଣ   ବିଶେଷ୍ୟ

ଅର୍ଥ : ପଲକ ପକାଇବାର ପ୍ରକ୍ରିୟା

ଉଦାହରଣ : ଏକ ନିମିଷ ମଧ୍ୟରେ ଦୁନିଆଁ ଓଲଟ ପାଲଟ ହୋଇପାରେ

ସମକକ୍ଷ : ନିମିଷ, ମୁହୂର୍ତ୍ତ

पलक झपकने की क्रिया।

वह निमेष से बचने की कोशिश में लगा हुआ है।
निमिष, निमेख, निमेष

A reflex that closes and opens the eyes rapidly.

blink, blinking, eye blink, nictation, nictitation, wink, winking

ଅର୍ଥ : ଅନିଶ୍ଚିତ କମ ସମୟ

ଉଦାହରଣ : ଆପଣ କ୍ଷଣଟିଏ ଅଟକିଯାନ୍ତୁମୁଁ ସେକେଣ୍ଡକରେ ଆସିଲି

ସମକକ୍ଷ : ନିମିଷ, ନିମିଷେ, ମୁହୂର୍ତ୍ତ, ସେକେଣ୍ଡ

अनिश्चित कम समय।

आप एक क्षण रुकिए।
मैं एक सेकेंड में आया।
क्षण, छन, पल, मिनट, मिनिट, सेकंड, सेकन्ड, सेकेंड, सेकेन्ड

An indefinitely short time.

Wait just a moment.
In a mo.
It only takes a minute.
In just a bit.
bit, minute, mo, moment, second

ଅର୍ଥ : କାଳ ବା ସମୟର ସବୁଠାରୁ ଛୋଟ ମାପ

ଉଦାହରଣ : ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ

ସମକକ୍ଷ : ନିମିଷ, ପଲକ

काल या समय का सबसे छोटा मान।

एक क्षण, पल के चौथाई भाग के बराबर होता है।
आन, क्षण, छन, छिन, निमिष, निमेख, निमेष, लम्हा

An indefinitely short time.

Wait just a moment.
In a mo.
It only takes a minute.
In just a bit.
bit, minute, mo, moment, second