ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଲୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଲୋକ   ବିଶେଷ୍ୟ

ଅର୍ଥ : ନିଜ କୁଟୁମ୍ବ ବା ସମାଜ ବାହାରର ବ୍ୟକ୍ତି

ଉଦାହରଣ : ପରଲୋକଙ୍କର ବି ଆଦର କରିବା ଆବଶ୍ୟକ

ସମକକ୍ଷ : ବାହାରଲୋକ

अपने कुटुम्ब या समाज से बाहर का व्यक्ति।

परजनों का भी आदर करना चाहिए।
अन्य, ग़ैर, गैर, परजन

A human being.

There was too much for one person to do.
individual, mortal, person, somebody, someone, soul

ଅର୍ଥ : ଶରୀର ଛାଡ଼ିଲା ପରେ ଆତ୍ମାକୁ ପ୍ରାପ୍ତ ହେଉଥିବା ଲୋକ

ଉଦାହରଣ : ନ ଚାହିଁଲେ ବି ଆମକୁ ପରଲୋକ ଯାତ୍ରା କରିବାକୁହିଁ ପଡ଼ିବ

ସମକକ୍ଷ : ଅପରଲୋକ, ଅମୃତଲୋକ, ଲୋକାନ୍ତର

शरीर छोड़ने पर आत्मा को प्राप्त होने वाला लोक।

हमें न चाहते हुए भी परलोक की यात्रा करनी ही पड़ेगी।
अकबत, अपर लोक, अपर-लोक, अपरलोक, अमुत्र, अमुत्र लोक, अलोक, आकबत, आक़बत, जीवांतर लोक, धाम, परलोक, लोकांतर