ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ୍ମ   ବିଶେଷ୍ୟ

ଅର୍ଥ : ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ

ଉଦାହରଣ : ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି

ସମକକ୍ଷ : ଅମ୍ବୁଜ, ଇନ୍ଦୀବର, କମଳ, ନଳୀନ, ନୀରଜ, ପଙ୍କଜ, ବାରୀଜ, ଶତଦଳ

Annual or perennial herbs or subshrubs.

genus lotus, lotus

ଅର୍ଥ : ଶହେ ନୀଳର ସଂଖ୍ୟା

ଉଦାହରଣ : ନିଜନିଜର ଉତ୍ତର ପୁସ୍ତିକାରେ ଅଙ୍କରେ ଚାରି ପଦ୍ମ ଦୁଇଶହ ତିନି ଲେଖ

सौ नील की संख्या।

अपनी उत्तर पुस्तिका में अंकों में चार पद्म दो सौ तीन लिखो।
1000000000000000, पद्म, १०००००००००००००००

The number that is represented as a one followed by 24 zeros.

In England they call a septillion a quadrillion.
quadrillion

ଅର୍ଥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ଷୋଡ଼ଶ ସ୍ଥାନ ଯେଉଁଠି ପଦ୍ମରେ ଗୁଣିତ ହେବା ବୋଧ ହୁଏ

ଉଦାହରଣ : ତିନି ପଦ୍ମ ଦୁଇରେ ପଦ୍ମ ସ୍ଥାନରେ ତିନି ଅଛି

अंकों के स्थानों की गिनती में इकाई की ओर से गिनने पर सोलहवाँ स्थान जिसमें पद्म गुणित का बोध होता है।

तीन पद्म दो में तीन पद्म के स्थान पर है।
पद्म

ଅର୍ଥ : ପାଣିରେ ହେଉଥିବା ଏକ ଗଛର ଫୁଲ ଯାହା ବହୁତ ସୁନ୍ଦର ଦେଖାଯାଏ

ଉଦାହରଣ : ପୋଖରୀରେ କେତେ ରଙ୍ଗର ପଦ୍ମଫୁଲ ଫୁଟିଛି କମଳ ଯୋଗୁଁ ସରୋବରର ଶୋଭା ବଢ଼ିଯାଏ|

ସମକକ୍ଷ : ଉତ୍ପଳ, କମଳ, ନଳିନ

Reproductive organ of angiosperm plants especially one having showy or colorful parts.

bloom, blossom, flower

ପଦ୍ମ   ବିଶେଷଣ

ଅର୍ଥ : ଶହେ ନୀଳ

ଉଦାହରଣ : ପବନରେ ପଦ୍ମ କୀଟାଣୁ ଥିଲେ ବି ଆମକୁ ଦେଖାଯାଏ ନାହିଁ

सौ नील।

हवा में पद्म कीटाणु होते हुए भी हमें दिखाई नहीं पड़ते हैं।
1000000000000000, पद्म, १०००००००००००००००

The ordinal number of one quadrillion in counting order.

quadrillionth