ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମଳ   ବିଶେଷ୍ୟ

ଅର୍ଥ : ଗୋରୁଙ୍କୁ ହେଉଥିବା ଏକ ରୋଗ ଯେଉଁଥିରେ ତାଙ୍କ ଶରୀର ଥଣ୍ଡା ପଡ଼ିଯାଏ ତଥା ସେମାନେ ଖାଇବାପିଇବା ଛାଡ଼ିଦିଅନ୍ତି

ଉଦାହରଣ : ରାମୁର ବଳଦ କମଳ ରୋଗରେ ପୀଡ଼ିତ

चौपायों को होनेवाला एक रोग जिसमें उनका शरीर ठंडा पड़ जाता है तथा वे खाना-पीना छोड़ देते हैं।

रामू का बैल ऊँगना से पीड़ित है।
ऊँगना

ଅର୍ଥ : ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ

ଉଦାହରଣ : ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି

ସମକକ୍ଷ : ଅମ୍ବୁଜ, ଇନ୍ଦୀବର, ନଳୀନ, ନୀରଜ, ପଙ୍କଜ, ପଦ୍ମ, ବାରୀଜ, ଶତଦଳ

Annual or perennial herbs or subshrubs.

genus lotus, lotus

ଅର୍ଥ : ପାଣିରେ ହେଉଥିବା ଏକ ଗଛର ଫୁଲ ଯାହା ବହୁତ ସୁନ୍ଦର ଦେଖାଯାଏ

ଉଦାହରଣ : ପୋଖରୀରେ କେତେ ରଙ୍ଗର ପଦ୍ମଫୁଲ ଫୁଟିଛି କମଳ ଯୋଗୁଁ ସରୋବରର ଶୋଭା ବଢ଼ିଯାଏ|

ସମକକ୍ଷ : ଉତ୍ପଳ, ନଳିନ, ପଦ୍ମ

Reproductive organ of angiosperm plants especially one having showy or colorful parts.

bloom, blossom, flower