ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦାଘାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦାଘାତ   ବିଶେଷ୍ୟ

ଅର୍ଥ : ପାଦରେ କରାଯାଉଥିବା ଆଘାତ କିମ୍ବା ପ୍ରହାର

ଉଦାହରଣ : ଚୋର ପୋଲିସର ପଦାଘାତରେ ଆହତ ହୋଇ ପଡ଼ିଗଲା

ସମକକ୍ଷ : ପଦ ପ୍ରହାର, ଲାତ

पैर से किया जाने वाला आघात या प्रहार।

चोर पुलिस के लात मारने से घालय होकर गिर पड़ा।
खिलाड़ी की किक से गेंद सीधे गोल के अंदर गई।
किक, पद प्रहार, पदाघात, लतियाना, लात, लात मारना

The act of delivering a blow with the foot.

He gave the ball a powerful kick.
The team's kicking was excellent.
boot, kick, kicking

ଅର୍ଥ : ଖାଲିପାଦର ଅଗ୍ରଭାଗ ବା ପିନ୍ଧିଥିବା ଜୋତାର ଅଗ୍ରଭାଗରେ କୌଣସି ବସ୍ତୁ ବା ବ୍ୟକ୍ତିକୁ ଆଘାତ କରିବା

ଉଦାହରଣ : ଟିଟିଆଇ ଟ୍ରେନର ଚଟାଣରେ ଶୋଇଥିବା ଯାତ୍ରୀମାନଙ୍କୁ ଗୋଇଠା ମାରି ଉଠାଇଲା

ସମକକ୍ଷ : ଗୋଇଠା

नंगे पैर के अगले भाग अथवा पहने हुए जूते की नोक या पंजे से किसी वस्तु या व्यक्ति पर किया जानेवाला आघात।

टीटीआई ने ट्रेन की फर्श पर सो रहे यात्री को ठोकर मारकर जगाया।
ठोकर