ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାତ   ବିଶେଷ୍ୟ

ଅର୍ଥ : ଘୋଡ଼ା ଆଦି ଚତୁଷ୍ପଦୀ ପ୍ରାଣୀ ପଛ ଦୁଇଗୋଡ଼ ଉଠାଇ କାହାରିକୁ ମାରିବାର କ୍ରିୟା

ଉଦାହରଣ : ଆଜି ଦୁଧ ଦୁହିଁବା ସମୟରେ ଗାଈ ଗଉଡ଼କୁ ଲାତ ମାରିଲା

ସମକକ୍ଷ : ନାତ

घोड़े आदि चौपायों का पिछले दोनों पैर उठाकर किसी को मारने की क्रिया।

आज दूध दुहते समय ग्वाले को गाय ने दुलत्ती मारी।
दुलत्ती

ଅର୍ଥ : ପାଦରେ କରାଯାଉଥିବା ଆଘାତ କିମ୍ବା ପ୍ରହାର

ଉଦାହରଣ : ଚୋର ପୋଲିସର ପଦାଘାତରେ ଆହତ ହୋଇ ପଡ଼ିଗଲା

ସମକକ୍ଷ : ପଦ ପ୍ରହାର, ପଦାଘାତ

पैर से किया जाने वाला आघात या प्रहार।

चोर पुलिस के लात मारने से घालय होकर गिर पड़ा।
खिलाड़ी की किक से गेंद सीधे गोल के अंदर गई।
किक, पद प्रहार, पदाघात, लतियाना, लात, लात मारना

The act of delivering a blow with the foot.

He gave the ball a powerful kick.
The team's kicking was excellent.
boot, kick, kicking