ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଇଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଇଠା   ବିଶେଷ୍ୟ

ଅର୍ଥ : ଖାଲିପାଦର ଅଗ୍ରଭାଗ ବା ପିନ୍ଧିଥିବା ଜୋତାର ଅଗ୍ରଭାଗରେ କୌଣସି ବସ୍ତୁ ବା ବ୍ୟକ୍ତିକୁ ଆଘାତ କରିବା

ଉଦାହରଣ : ଟିଟିଆଇ ଟ୍ରେନର ଚଟାଣରେ ଶୋଇଥିବା ଯାତ୍ରୀମାନଙ୍କୁ ଗୋଇଠା ମାରି ଉଠାଇଲା

ସମକକ୍ଷ : ପଦାଘାତ

नंगे पैर के अगले भाग अथवा पहने हुए जूते की नोक या पंजे से किसी वस्तु या व्यक्ति पर किया जानेवाला आघात।

टीटीआई ने ट्रेन की फर्श पर सो रहे यात्री को ठोकर मारकर जगाया।
ठोकर

ଅର୍ଥ : କୁସ୍ତିର ଏକ ପ୍ରକାର କୌଶଳ

ଉଦାହରଣ : ପହିଲିମାନ ପ୍ରତିପକ୍ଷର ଗୋଡକୁ ଗୋଇଠା ମାରି ତାକୁ ତଳେ ପକାଇଦେଲା

ସମକକ୍ଷ : କିକ୍

एक प्रकार का कुश्ती का दाँव।

पहलवान ने विपक्षी के पैर में ठोकर लगाकर उसे नीचे गिरा दिया।
ठोकर