ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାସି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାସି   ବିଶେଷଣ

ଅର୍ଥ : ଯାହା ଅଧିକ ସମୟ ପଡ଼ିରହିବା କାରଣରୁ ଦୁର୍ଗନ୍ଧଯୁକ୍ତ ଓ ଆମ୍ବିଳା ହୋଇଯାଇଛି

ଉଦାହରଣ : ଭିକାରୀଟି ପଚା ଖାଦ୍ୟ ଖାଉଛି

ସମକକ୍ଷ : ପଚା

जो अधिक समय तक पड़ा रहने के कारण दुर्गंधयुक्त और कसैला हो गया हो।

भिखारी भकसा खाना खा रहा है।
बुसा हुआ, भकसा

ଅର୍ଥ : ଆଗରୁ ବା ରାତିକ ଆଗରୁ ରନ୍ଧା ହୋଇଥିବା

ଉଦାହରଣ : ବାସି ଖାଦ୍ୟ ଶରୀରପାଇଁ କ୍ଷତିକାରକ

ସମକକ୍ଷ : ପର୍ଯ୍ୟୁସିତ

देर का पका हुआ या एक रात पहले का पका हुआ।

बासी भोजन शरीर के लिए हानिकारक होता है।
पर्युषित, बसिया, बासी