ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନ୍ୟାୟଶାସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନ୍ୟାୟଶାସ୍ତ୍ର   ବିଶେଷ୍ୟ

ଅର୍ଥ : ଆଇନଜ୍ଞ ବା ଅଧିକାରୀଙ୍କଦ୍ୱାରା ଆରୋପିତ ବିଧି ବା ନିୟମର ସଂକଳନ

ଉଦାହରଣ : ନାଗରିକଙ୍କ ଆଇନକାନୁନ୍ ପ୍ରତି ସମ୍ମାନ ରହିବା ଉଚ୍ଚିତ

ସମକକ୍ଷ : ଆଇନକାନୁନ୍, ବିଧିସଂଗ୍ରହ

सत्ताधारी या अधिकारी द्वारा लगाए गए या लागू किए गए विधि या नियमों का संग्रह।

नागरिकों में विधि संग्रह के प्रति सम्मान होना चाहिए।
न्यायशास्त्र, विधि संकलन, विधि संग्रह, विधिशास्त्र

The collection of rules imposed by authority.

Civilization presupposes respect for the law.
The great problem for jurisprudence to allow freedom while enforcing order.
jurisprudence, law

ଅର୍ଥ : ଛଅଟି ଦର୍ଶନମଧ୍ୟରୁ କୌଣସି ବସ୍ତୁ ସମ୍ପର୍କିତ ଯଥାର୍ଥ ଜ୍ଞାନପାଇଁ ପ୍ରଦତ୍ତ ମତ ବା ବିଚାରର ଉଚିତ ବିବେଚନା କରାଯାଇଥିବା ଗୋଟିଏ ଦର୍ଶନ

ଉଦାହରଣ : ପଣ୍ଡିତ ରାମଶଙ୍କର ମହାଶୟ ନ୍ୟାୟର ଏକ ବଡ଼ ଜ୍ଞାନୀ

ସମକକ୍ଷ : ନ୍ୟାୟ, ନ୍ୟାୟଦର୍ଶନ

छह दर्शनों में से एक दर्शन या शास्त्र जिसमें किसी वस्तु के यथार्थ ज्ञान के लिए मतों या विचारों का उचित विवेचन होता है।

पंडित रमाशंकरजी न्याय के बहुत बड़े ज्ञाता हैं।
आन्वीक्षिकी, तर्कविद्या, न्याय, न्याय दर्शन, न्याय शास्त्र, न्याय-दर्शन, न्याय-शास्त्र, न्यायदर्शन, न्यायशास्त्र

The branch of philosophy concerned with the law and the principles that lead courts to make the decisions they do.

jurisprudence, law, legal philosophy