ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୌକାବିହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୌକାବିହାର   ବିଶେଷ୍ୟ

ଅର୍ଥ : ଡଙ୍ଗାରେ ଆମୋଦପାଇଁ ଭ୍ରମଣ କରିବାର ପ୍ରକ୍ରିୟା

ଉଦାହରଣ : ଆମେ କାଶ୍ମୀରରେ ନୌକାବିହାର କରିଥିଲୁ

ସମକକ୍ଷ : ନୌବିହାର

नाव से आनंद के लिए सैर करने की क्रिया।

हमने कश्मीर में नौकाविहार की थी।
नौका विहार, नौकाविहार, बोटिंग

Water travel for pleasure.

boating, yachting

ଅର୍ଥ : କ୍ଷୀପ୍ରଗତିରେ ଯାଉଥିବା ଚଟକା ଡଙ୍ଗାରେ ଯାତ୍ରାକରି ହେଉଥିବା ଏକ ପ୍ରକାର ରୋମାଞ୍ଚକର ଜଳକ୍ରୀଡ଼ା

ଉଦାହରଣ : ରିଭର ରାଫ୍ଟିଙ୍ଗ ସମୟରେ ବୁଡ଼ିଯାଉଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲା

ସମକକ୍ଷ : ରାଫ୍ଟିଙ୍ଗ, ରିଭର ରାଫ୍ଟିଙ୍ଗ

एक प्रकार की रोमांचकारी जलक्रीड़ा जिसमें तेजी से बहते नदी के पानी में उथली नाव पर सवारी की जाती है।

रिवर राफ्टिंग के दौरान डूब रहे दो पर्यटकों को बचाया गया।
रिवर राफ्टिंग