ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଫ୍ଟିଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଫ୍ଟିଙ୍ଗ   ବିଶେଷ୍ୟ

ଅର୍ଥ : କ୍ଷୀପ୍ରଗତିରେ ଯାଉଥିବା ଚଟକା ଡଙ୍ଗାରେ ଯାତ୍ରାକରି ହେଉଥିବା ଏକ ପ୍ରକାର ରୋମାଞ୍ଚକର ଜଳକ୍ରୀଡ଼ା

ଉଦାହରଣ : ରିଭର ରାଫ୍ଟିଙ୍ଗ ସମୟରେ ବୁଡ଼ିଯାଉଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲା

ସମକକ୍ଷ : ନୌକାବିହାର, ରିଭର ରାଫ୍ଟିଙ୍ଗ

एक प्रकार की रोमांचकारी जलक्रीड़ा जिसमें तेजी से बहते नदी के पानी में उथली नाव पर सवारी की जाती है।

रिवर राफ्टिंग के दौरान डूब रहे दो पर्यटकों को बचाया गया।
रिवर राफ्टिंग