ଅର୍ଥ : ନଳଙ୍କ ସହିତ ମିଶି ସାଗର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
ଉଦାହରଣ :
ନଳ ଏବଂ ନୀଳ ଯେଉଁ ପଥରକୁ ସ୍ପର୍ଶ କରିଦେଉଥିଲେ, ତାହା ପାଣି ଉପରେ ଭାସୁଥିଲା
ଅର୍ଥ : ଶହେ ଖର୍ବର ସଂଖ୍ୟା
ଉଦାହରଣ :
ଆଜିକାଲିର ପିଲାଙ୍କୁ ନୀଳ ଆଦି ବିଷୟରେ ପଢ଼ାଯାଉନାହିଁ
ଅର୍ଥ : ନୀଳ ନାମକ ଛୋଟ ଗଛରୁ ବାହାରୁଥିବା ନୀଳରଙ୍ଗ
ଉଦାହରଣ :
ସେ ନୀଳ ଲାଗିଥିବା କୁର୍ତ୍ତା ପାଇଜାମା ପିନ୍ଧିଥିଲେ
ଅର୍ଥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକ ସ୍ଥାନରୁ ଗଣିଲେ ଚତୁର୍ଦ୍ଦଶ ସ୍ଥାନ ଯେଉଁଠି ନୀଳ ଗୁଣିତ ହେବାଭଳି ବୋଧ ହୁଏ
ଉଦାହରଣ :
ଚାରି ନୀଳ ପାଞ୍ଚରେ ନୀଳ ସ୍ଥାନରେ ଚାରି ଅଛି
ଅର୍ଥ : ରାଜା ଅଜମୀଢଙ୍କ ଜଣେ ପୁତ୍ର
ଉଦାହରଣ :
ନୀଳନୀଙ୍କ ଗର୍ଭରୁ ନୀଳ ଜନ୍ମ ହୋଇଥିଲେ
ଅର୍ଥ : ଏକ ନାଗ
ଉଦାହରଣ :
ନୀଳଙ୍କ ବର୍ଣ୍ଣନା ପୁରାଣରେ ମିଳେ
ଅର୍ଥ : ଯେଉଁ ଗଛରୁ ନୀଳ ମିଳେ
ଉଦାହରଣ :
ଏଠାରେ ନୀଳ କ୍ଷେତ ହୋଇଛି
ଅର୍ଥ : ଏକ ବର୍ଣ୍ଣବୃତ୍ତ
ଉଦାହରଣ :
ନୀଳର ପ୍ରତ୍ୟେକ ଚରଣରେ ଷୋହଳଟି ବର୍ଣ୍ଣ ଥାଏ