ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାସନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାସନ୍ଦ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଜାତିରୁ ବାହାର କରାଯାଇଛି

ଉଦାହରଣ : ଏଠାରେ ବାସନ୍ଦ ଲୋକଙ୍କୁ ଆଶ୍ରୟ ମିଳେ

ସମକକ୍ଷ : ଜାତିଚ୍ୟୁତ, ବାଛନ୍ଦ

वह व्यक्ति जिसकी जाति न हो या जिसे जाति से निकाला गया हो।

यहाँ अजातों को आश्रय मिलता है।
अजात

A person belonging to no caste.

outcaste

ବାସନ୍ଦ   ବିଶେଷଣ

ଅର୍ଥ : ଯାହା ଇସଲାମ୍ ଧର୍ମଶାସ୍ତ୍ରରେ ବର୍ଜିତ ବା ତ୍ୟଜ୍ୟ

ଉଦାହରଣ : ଇସଲାମ୍ ଧର୍ମରେ ଘୁଷୁରି ମାଂସ ଖାଇବା ନିଷିଦ୍ଧ

ସମକକ୍ଷ : ନିଷିଦ୍ଧ

जो इस्लाम धर्मशास्त्र में वर्जित या त्याज्य हो।

इस्लाम में सुअर का माँस खाना हराम कर्म है।
निषिद्ध, मुहर्रम, हराम

Forbidden by law.

banned, prohibited