ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବାସନ   ବିଶେଷ୍ୟ

ଅର୍ଥ : ଦେଶରୁ ବହିଷ୍କୃତ ହେବା ଦଣ୍ଡ

ଉଦାହରଣ : ବ୍ରିଟିଶ୍‌ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା

ସମକକ୍ଷ : ନିର୍ବାସିତ, ବହିଷ୍କାର, ବାହାର

The act of expelling a person from their native land.

Men in exile dream of hope.
His deportation to a penal colony.
The expatriation of wealthy farmers.
The sentence was one of transportation for life.
deportation, exile, expatriation, transportation

ଅର୍ଥ : ଯେଉଁ ଦଣ୍ଡରେ ଅପରାଧୀକୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କୌଣସି ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥାଏ

ଉଦାହରଣ : ଏହି ଫିଲ୍ମରେ ନାୟକକୁ ନିର୍ବାସନ ମିଳିଛି

ସମକକ୍ଷ : ବହିଷ୍କରଣ, ବିତାଡ଼ନ

एक प्रकार का दंड जिसमें अपराधी को एक निश्चित समय तक एक निश्चित क्षेत्र में प्रवेश की मनाही होती है।

तड़ीपार के सज़ायाफ्ता कैदी पर पुलिस नज़र रखी हुई है।
तड़ीपार

ଅର୍ଥ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା

ଉଦାହରଣ : ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା

ସମକକ୍ଷ : ନିଷ୍କାସନ, ବହିଷ୍କାର

किसी को दंड आदि के रूप में किसी स्थान,क्षेत्र आदि से हटाकर बाहर या दूर करने की क्रिया।

ग़ैर जाति की लड़की से विवाह करने के कारण मंगलू का जाति निष्कासन हुआ।
निकालना, निर्वासन, निष्काशन, निष्कासन, हटाव

The act of expelling a person from their native land.

Men in exile dream of hope.
His deportation to a penal colony.
The expatriation of wealthy farmers.
The sentence was one of transportation for life.
deportation, exile, expatriation, transportation