ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଜ ସୁଖଦୁଖ ପ୍ରକାଶ ନ କରିବା ବ୍ୟକ୍ତି
ଉଦାହରଣ : ନୀରବ ସୋହନ କାଲି ଫାଶୀ ଲଗାଇଦେଲା
ସମକକ୍ଷ : ଚୁପ୍, ନୀରବ
अपना सुख-दुख प्रगट न करने वाला।
ଅର୍ଥ : ଯାହାର କହିବାର ଶକ୍ତି ନାହିଁ
ଉଦାହରଣ : ମୂକବ୍ୟକ୍ତିଟି ଇଶାରାରେ କଣ କହୁଥିଲା
ସମକକ୍ଷ : ଘୁଙ୍ଗା, ମୂକ
जिसमें बोलने की शक्ति न हो।
Lacking the power of human speech.
ଅର୍ଥ : ଯେ କିଛି କହେ ନାହିଁ
ଉଦାହରଣ : ନିର୍ବାକ ବ୍ୟକ୍ତି ହୃଦୟରେ ବିଚାରଗୁଡ଼ିକର ମନ୍ଥନ ହେଉଥିଲା ତା କଥା ଶୁଣି ମୁଁ ଅବାକ୍ ହୋଇଗଲି
ସମକକ୍ଷ : ଅନୁତ୍ତର, ଅବାକ୍, ଚୁପ୍, ନିର୍ବଚନ, ବାକ୍ହୀନ, ମୌନ
जो कुछ न बोले।
Expressed without speech.
ସଂସ୍ଥାପନ କରନ୍ତୁ