ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଜ ସୁଖଦୁଖ ପ୍ରକାଶ ନ କରିବା ବ୍ୟକ୍ତି
ଉଦାହରଣ : ନୀରବ ସୋହନ କାଲି ଫାଶୀ ଲଗାଇଦେଲା
ସମକକ୍ଷ : ନିର୍ବାକ, ନୀରବ
अपना सुख-दुख प्रगट न करने वाला।
ଅର୍ଥ : ଯେ ଉତ୍ତର ଦେଇପାରେ ନାହିଁ
ଉଦାହରଣ : ନିରୁତ୍ତର ଛାତ୍ର ଜଣେ ଅନ୍ୟ ଜଣଙ୍କ ମୁହଁକୁ ଦେଖିବାରେ ଲାଗିଥିଲେ ପିଲାମାନଙ୍କ ପ୍ରଶ୍ନ ମୋତେ ନିରୁତ୍ତର କରିଦେଲା
ସମକକ୍ଷ : ଅନୁତ୍ତର, ନିରୁତ୍ତର, ପାଟିବନ୍ଦ
जो उत्तर न दे सके।
ଅର୍ଥ : ଯେ କିଛି କହେ ନାହିଁ
ଉଦାହରଣ : ନିର୍ବାକ ବ୍ୟକ୍ତି ହୃଦୟରେ ବିଚାରଗୁଡ଼ିକର ମନ୍ଥନ ହେଉଥିଲା ତା କଥା ଶୁଣି ମୁଁ ଅବାକ୍ ହୋଇଗଲି
ସମକକ୍ଷ : ଅନୁତ୍ତର, ଅବାକ୍, ନିର୍ବଚନ, ନିର୍ବାକ, ବାକ୍ହୀନ, ମୌନ
जो कुछ न बोले।
Expressed without speech.
ସଂସ୍ଥାପନ କରନ୍ତୁ